ଆମ ବିଷୟରେ

ଜୈବିକ ଉତ୍ପାଦ ର ବିପଣନ କୁ ପ୍ରୋତ୍ସାହିତ କରିବା

ଜୈବିକ କୃଷି କୁ ବିଶ୍ଵ ରେ ପ୍ରୋତ୍ସାହିତ କରିବା ନିମନ୍ତେ ହେଉଛି କୃଷି ମନ୍ତ୍ରଣାଳୟ ର“ଜୈବିକ ଖେତି ପୋର୍ଟାଲ” (MoA),କୃଷି ବିଭାଗର (DAC) ସହିତ MSTC ର ଏକ ସ୍ଵତନ୍ତ୍ର ପ୍ରଚେଷ୍ଟା। ଏହା ଜୈବିକ ଚାଷିମାନଙ୍କୁ ସେମାନଙ୍କର ଉତ୍ପାଦ ବିକ୍ରୟ କରିବାକୁ ଏବଂ ଜୈବିକ କୃଷିକୁ ତଥା ଏହାର ଲାଭାଂଶ ପ୍ରୋତ୍ସାହିତ କରିବା ନିମନ୍ତେ ଏକ ରହିତ ସମାଧାନ ଅଟେ।

1

2

ଜୈବିକ ଖେତି ପୋର୍ଟାଲ ହେଉଛି ଏକ ଇ-କମର୍ସ ତଥା ଜ୍ଞାନ ର ମଞ୍ଚ ଅଟେ। ପୋର୍ଟାଲ ର ଜ୍ଞାନ ସଙ୍ଗରୁହିତ ବିଭାଗରେ ମାମଲା ଅଧ୍ୟୟନ,ଭିଡିଓ,ସର୍ବୋତ୍ତମ ଚାଷ କୌଶଳ,ସଫଳ କାହାଣୀ ଏବଂ ଅନ୍ୟ।ନ୍ୟ ଜିନିଷ ଯାହା ଜୈବିକ କୃଷି ସହ ସମ୍ପୃକ୍ତ ଏବଂ ଜୈବିକ କୃଷି କୁ ପ୍ରେରିତ କରିବ ତାହା ସବୁ ରହିଅଛି। ପୋର୍ଟାଲ ର e-commerce ବିଭାଗ ସମ୍ପୂର୍ଣ ଜୈବିକ ପଦାର୍ଥ ଯଥା ଶସ୍ୟ,ଡାଲି,ଫଳ ଏବଂ ପନିପରିବାର ତଥ୍ୟ ପ୍ରଦାନ କରେ କ୍ରେତା ମାନେ ବର୍ତମାନ ପୋର୍ଟାଲ କୁ ବ୍ୟବହାର କରି କମ ମୂଲ୍ୟରେ ସେମାନଙ୍କ ଦ୍ଵାରଦେଶରେ ଜୈବିକ ଉତ୍ପାଦକୁ ପାଇପାରିବେ।

ବିକ୍ରେତା ବର୍ତମାନ ଜୈବ ଉତ୍ପାଦ ନିଜ ଦ୍ଵାର ଦେଶରେ କମ ମୂଲ୍ୟରେ ଏହି ପୋର୍ଟାଲ ଜରିଆରେ ପାଇପାରିବେ । ଜୈବିକ ଚାଷୀ ତାର ସର୍ବୋତ୍ତମ ଉତ୍ପାଦକୁ ଉତ୍ପାଦିତ କରିବାକୁ ତଥା ଏହାକୁ ବଜାର ତୁଳନାରେ କମ ମୂଲ୍ୟରେ ଖାଉଟି ର ଦ୍ଵାରଦେଶରେ ପହଞ୍ଚାଇବାକୁ ଦିନରାତି ପରିଶ୍ରମ କରେ।

3

4

ଏହି ପୋର୍ଟାଲ ବିଭିନ୍ନ ହିତାଧିକାରୀ ମାନଙ୍କୁ ଯୋଗାଯୋଗ କରାଏ ଯେପରିକି-Regional Council,ସ୍ଥାନୀୟ ଗୋଷ୍ଠୀ,ଚାଷୀ,ଖାଉଟି,ସରକାରୀ ସଂସ୍ଥାଏବଂ ନିବେଶ ଯୋଗାଣକାରୀ ଯାହାକି ଜୈବିକ କୃଷି ର ପ୍ରୋତ୍ସାହନ ଓ ଉନ୍ନତି କରାଏ।

ଏହି ପୋର୍ଟାଲ ଜରିଆରେ ଆମେ ବିଭିନ୍ନ ମୂଲ୍ୟ ବ୍ୟବସ୍ଥା ର ସୃଷ୍ଟି କରିଛୁ ଯାହାକି କୃଷକଙ୍କୁ ସର୍ବୋତ୍ତମ ମୂଲ୍ୟ ପ୍ରଦାନ କରିବ ସେଗୁଡିକ ହେଉଛି- ଆଗୁଆ ନିଲାମ,ମୂଲ୍ୟ-ପରିମାଣ ନିଲାମ,Book-Building,ଲେଉଟାଣି ନିଲାମ।

5

ଆମର ସୁବିଧା ସୁଯୋଗ
କ୍ରେତା ପଞ୍ଜିକରଣ

ଜଣେ ନିପୁଣ କ୍ରେତା login ନକରି ଉପ୍ତାଦକୁ ବାଛିପାରିବ, ଯଥା ଯେବେ ସେମାନେ ଉପ୍ତାଦକୁ କ୍ରୟକରିବାକୁ ଚାହିଁବେ ତେବେ ସେମାନଙ୍କୁ ପୋର୍ଟାଲରେ ପଞ୍ଜୀକରଣ ବା login କରିବାକୁ ହେବ l

ବିକ୍ରେତା ର ପଞ୍ଜିକରଣ

ଏକ ଚାଷୀ ନିଜକୁ ପୋର୍ଟାଲରେ ପଞ୍ଜୀକରଣ କରିପାରିବେ l ପଞ୍ଜୀକରଣ ପରେ ଚାଷୀ ନିଜର ଉପ୍ତାଦର ବିସୃତ, ବିତରଣ ଢଙ୍ଗଏବଂ ଉପ୍ତାଦ ମୂଲ୍ୟର ବିବରଣୀ ପୂରଣ କରିବେ ଓ ତା ପରେ ନିଜର ଉପ୍ତାଦକୁ e-Bazar ରେ upload କରିପାରିବେ l

ସ୍ଥାନୀୟ ଗୋଷ୍ଠୀ ପଞ୍ଜୀକରଣ

ଗୋଟିଏ କୃଷକ ଗୋଷ୍ଠୀ ସଂପୂର୍ଣ୍ଣ ଗୋଷ୍ଠୀର ପଞ୍ଜୀକରଣ କରିପାରିବେ l ଗୋଷ୍ଠୀର ମୁଖିଆ ଗୋଷ୍ଠୀ ପଞ୍ଜୀକରଣ ନମ୍ୱର ବ୍ୟବହାର କରି ପଞ୍ଜୀକରଣ କରିବା ଉଚିତ୍, ପଞ୍ଜୀକରଣ ପରେ, ଗୋଷ୍ଠୀ ମୁଖ୍ୟ ଉପ୍ତାଦକୁ ନିଜର / ଅନ୍ୟ କୃଷକମାନଙ୍କ ତରଫରୁ upload କରିପାରିବେ l

ଉପାଦାନ ଯୋଗାଣକାରୀ ପଞ୍ଜୀକରଣ

ଉପାଦାନ ଯୋଗାଣକାରୀ ପଞ୍ଜୀକରଣ

(ନିଲାମ)

ବିକ୍ରେତାର ଉପ୍ତାଦଗୁଡିକୁ କ୍ରେତା e-Bazaar ଦ୍ୱାରା କିଣିବା ପରିବର୍ତ୍ତେ bidding ଦ୍ୱାରା ମଧ୍ୟ କରିପାରିବ l ଆମେ Bidding Process କୁ 3 ଗୋଟି ପଦ୍ଧତିରେ ପ୍ରୋସ୍ଛାହିତ କରି ଯଥା :- ମୂଲ୍ୟ – ପରିମାଣ ଏବଂ ଲେଉଟାଣି ନିଲାମ l

ବିକ୍ରେତା ପ୍ରଦର୍ଶକ

କିଣିବାର ବୈଶିଷ୍ଟ ବାଛିଲା ବେଳେ ଆମ ପାଖରେ ଅନେକ କାରକ ରହିଛି ଯାହା ଉତ୍ପାଦର ବିସ୍ତ୍ରୁତ ବିବରଣୀ ଯଥା :- ବର୍ଗ , ମୂଲ୍ୟ , ବିତରଣ ଢଙ୍ଗ , ରାଜ୍ୟ ( ଜିଲ୍ଲା ଏବଂ ପ୍ରମାଣିକରଣ ) ଉପଲବ୍ଧତା ଓ ଇଚ୍ଛାକୃତ ଉତ୍ପାଦ ମୂଲ୍ୟ ।